#ଚପଲ_ପିନ୍ଧି_ମହାପ୍ରସାଦ_ଖାଉଛନ୍ତି_ଭକ୍ତ
ଚପଲ ପିନ୍ଧି ମହାପ୍ରସାଦ ଖାଉଛନ୍ତି, ଶ୍ରୀମନ୍ଦିର ପଶ୍ଚିମ ପଟର ଏହି ଦୃଶ୍ୟ। ଜଣେ ସେବକ ଏହି ଦୃଶ୍ୟ ଦେଖି ଯେତେବେଳେ ସେ କ୍ୟାମେରାରେ ସୁଟିଂ କରିଛନ୍ତି ସେତେବେଳେ ମହାପ୍ରସାଦ ଖାଉଥିବା ମହିଳା ଭକ୍ତ ଚପଲ ବାହାର କରିବା ପାଇଁ ଚେଷ୍ଠା କଲେ ପରେ ସେଠାରୁ ଚାଲିଯାଇଥିବାର ଦୃଶ୍ୟ ଭାଇରାଲ ହୋଇଛି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Odisha#puri#devotees#Srimandir
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
