#ମାଳଦ୍ୱୀପରେ_ଓଡ଼ିଆ_ଝିଅର_ରେକର୍ଡ
ଅକାତ କାତ ପାଣି । ତା' ଉପରେ ସାମୁଦ୍ରିକ ଜୀବଜନ୍ତୁଙ୍କ ଭୟ । ହେଲେ ସବୁ ପ୍ରତିକୂଳ ପରିସ୍ଥିତିକୁ ଏଡାଇ ଗଭୀର ସମୁଦ୍ରରେ ଡାଇଭିଂ କରୁଥିବା ଏ ହେଲେ ଓଡ଼ିଆ ଝିଅ ତିସ୍ୟା ପାଣିଗ୍ରାହୀ । ବୟସ ମାତ୍ର ୧୫ ବର୍ଷ । କିନ୍ତୁ ଏତେ କମ୍ ବୟସରୁ ସେ ଯେଉଁ ରେକର୍ଡ କରିଛନ୍ତି, ତାହା ଯିଏ ଶୁଣୁଛି ବାଃ ବାଃ କରୁଛି । ୧୦୦ ଫୁଟ ମାଳଦ୍ୱୀପର ଗଭୀର ସମୁଦ୍ର ମଧ୍ୟରେ ୫୦ତମ ଡାଇଭ୍ ପୂରଣ କରିବାର ରେକର୍ଡ କରିଛନ୍ତି ତିସ୍ୟା । ଆଉ ବନିଯାଇଛନ୍ତି ସବୁଠାରୁ କନିଷ୍ଠ ଓଡ଼ିଆ ସ୍କୁବା ଡାଇଭର୍ ।
#TisyaPanigrahi#YoungAchiever#ScubaDiving#OdiaPride#DeepSeaDiving#MaldivesDive#GirlPower#OceanConservation#Inspiration#YouthIcon#SpecialStory#OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
