Advertisment

ସରପ୍ରାଇଜ୍ ଗିଫ୍ଟ ଦେଲା ସାଣ୍ଟା | Odisha Reporter

author-image
Odisha Reporter

#ସାଣ୍ଟା_ଦେଲେ_ସରପ୍ରାଇଜ୍_ଗିଫ୍ଟ
ଇଏ ଆମ ପରିବାରର ଖୁସିର ମୂହୁର୍ତ୍ତ । ଏଠି ସବୁ ହସ ଏଇମିତି ବାଣ୍ଟି ହୋଇଯାଏ । ସବୁ ଖୁସିରେ ସମସ୍ତଙ୍କ ଅଧିକାର ଥାଏ । ଆଉ ସମସ୍ତେ ମିଶି ସେଲିବ୍ରେସନ୍ କରନ୍ତି ସବୁ ପର୍ବ । ଓଟିଭି ଅଫିସରେ ଖ୍ରୀଷ୍ଟମାସ ସେଲିବ୍ରେସନ୍ ହୋଇଯାଇଛି । ହଠାତ୍ ସାଣ୍ଟା ପହଞ୍ଚି ଗିଫ୍ଟ ଦେବା ସହ ଖୁସି ବାଣ୍ଟିଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#santaclaus#OTV#celebration#merrychristmas

Advertisment
Odisha Odisha Reporter Odisha News National News latest odia news odia breaking news national news in odia latest oriya news odisha reporter youtube today news news in odia ajira odia news odia news live oriya news today odia news oriya samachar ajira khabar odia khabar