#ଶୁଣିଲେ_ଲାଖିଯିବ_ମନ
ନଜରକୁ ଆସିଲେ ଲୁକ୍କାୟିତ ପ୍ରତିଭା । ଶୁଣିଲେ ଲାଖି ଯିବ ମନ । "ଏ ବନର ଛାଇ " ଗୀତ ଗାଇ ଚର୍ଚ୍ଚାରେ। ସୁମଧୁର କଣ୍ଠରେ ଗାଉଛନ୍ତି ମନ୍ତ୍ରମୁଗ୍ଧ କଲା ଭଳି ଗୀତ 1970 ଦଶକର ଗୀତ । ଛାତ୍ରୀ ଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲା ଫତେଗଡ଼ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଆରାଧନା ପଣ୍ଡା। ନୟାଗଡ଼ ବଜେନ୍ଦ୍ର ହାଇସ୍କୁଲରେ ଡ଼ିବେଟ ପ୍ରତିଯୋଗିତା ବେଳେ ନଜରକୁ ଆସିଥିଲେ ଏହି ଲୁକ୍କାୟିତ ପ୍ରତିଭା ଆରାଧନା। ସୁମଧୁର କଣ୍ଠରେ ସମସ୍ତଙ୍କୁ ଆକର୍ଷିତ କରିପାରିଥିଲେ ଆରାଧନା।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#viralvideoシ ##hiddentalent#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
