#ପ୍ରଭାତ_ଅକୃତଜ୍ଞ_ଲୋକ: ଦେବାଶିଷ
ପ୍ରଭାତ ବିଶ୍ବାଳ କିଏ ପଚାରିଲେ ସାଂସଦ ଦେବାଶିଷ ସାମନ୍ତରାୟ। ବିଜେଡି ରାଜ୍ୟସଭା ପ୍ରାର୍ଥୀ ଘୋଷଣାକୁ ନେଇ ମତ ରଖିଲେ। ଡା. ଦତ୍ତେଶ୍ବର ହୋତା ୪ର୍ଥ ପ୍ରାର୍ଥୀ ମାଷ୍ଟର ଷ୍ଟ୍ରୋକ୍। ନବୀନ ବାବୁଙ୍କୁ ପ୍ରଶ୍ନ ପଚାରିବାକୁ ସେ କିଏ ବୋଲି ପଚାରିଲେ। ନବୀନ ବାବୁଙ୍କ ଗାଡ଼ି କାଚ ଭାଙ୍ଗିଥିଲେ। ମିଡ ନାଇଟ୍ ଅପରେସନରେ ଥିଲେ। ଏସବୁ ସତ୍ତ୍ବେ ନବୀନ ବାବୁ ତାଙ୍କ ପୁଅକୁ ୨ ଥର ଟିକେଟ୍ ଦେଇଛନ୍ତି। ତେଣୁ ମୋ ମତରେ ସେ ଜଣେ ଅକୃତଜ୍ଞ ଲୋକ- ଦେବାଶିଷ
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#debasishsamantaray#cuttack#odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us