ସାହୁ ଭାଉଜକୁ ଡାକିଥିଲେ ବନ୍ଧା ହୋଇ ଜେଲ ଗଲେ |Sahu Bhauja | Obscene Dance at Jatra Pandal |Odisha Reporter
ସାହୁ ଭାଉଜର ଅଶ୍ଲୀଳ ନଚକୁ ନେଇ ବଡ଼ ଆକ୍ସନ । ଛତିଶଗଡ଼ ପ୍ରଶାସନ ୧୪ ଜଣ ଆୟୋଜକଙ୍କୁ ଗିରଫ କରିବା ସହ ୩ ପୋଲିସକୁ ନିଳମ୍ବିତ କରିଛି। ଗତ ୯ ତାରିଖ ଛତିଶଗଡ଼ ଗରିଆବନ୍ଦ ଜିଲ୍ଲାର ଦେଭୋଗ ଥାନା ଉରମାଲ ଠାରେ ସାହୁ ଭାଉଜର ଅଶ୍ଲୀଳ ଡ୍ୟାନ୍ସକୁ ନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#itemdance#arrest#Chhatisgarh#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
