ରାତି ଗୋଟାଏ ଯାଏ ଜିମ୍ରେ ଭିଡ଼ ! || Late Night Fitness Trend in Bhubaneswar || Odisha Reporter
ଏବେ ଭୁବନେଶ୍ବରର ଅନେକ ଜିମ୍ ସେଣ୍ଟରରେ ରାତି ଗୋଟାଏ ଯାଏ ଜିମ୍ରେ ଲାଗି ରହୁଛି ଭିଡ଼। କାର୍ଯ୍ୟବ୍ୟସ୍ତତା ଭିତରେ ସମୟ ମିଳିବା ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜିମ୍କୁ ଆସୁଛନ୍ତି ଫିଜିକାଲ୍ ଫିଟନେସ୍ ଉପରେ ଗୁରୁତ୍ବ ଦେଉଥିବା ସାଧାରଣ ଲୋକ ଓ କର୍ମଚାରୀ। ଭୁବନେଶ୍ବରର ଇନଫୋସିଟି, ଜାଗମରା, ସହିଦନଗର, ନୂଆପଲ୍ଲୀ ଭଳି ଅଂଚଳରେ ଖୋଲିଛି ଅଲ୍ ଟାଇମ୍ ଫିଟନେସ୍ ଜିମ୍।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#Bhubaneswar#nightgym#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
