Advertisment

ହିସାବ ଦିଅନ୍ତୁ ସରକାର | BJD Leader Arun Sahoo | Paddy Procurement Crisis | Odisha Politics | OR

Advertisment

ହିସାବ ଦିଅନ୍ତୁ ସରକାର | BJD Leader Arun Sahoo | Paddy Procurement Crisis | Odisha Politics | Odisha Reporter

Advertisment

ସମବାୟ ମନ୍ତ୍ରୀଙ୍କୁ କାଉଣ୍ଟର କଲା ବିଜେଡ଼ି | ଆସନ୍ତା କାଲିଠାରୁ ଧାନ କିଣା ହେବ। ପଞ୍ଜୀକରଣରେ ଗୁଡ଼ାଏ ଲୋକଙ୍କୁ ବାଦ ଦେଇଛନ୍ତି। ଯେଉଁଥିପାଇଁ ବରଗଡ଼ରେ ଚାଷୀ ରାଜରାସ୍ତାକୁ ଆସିଛନ୍ତି। ଗୋଦାମ ଖାଲି ନଥିବାରୁ ଚାଷୀଙ୍କୁ ବାଦ୍ ଦେଇଛନ୍ତି। ସରକାର ହିସାବ ଦିଅନ୍ତୁ ଧାନ କିଣି କେତେ ଅଧିକ ଅର୍ଥ ଦେଇଛନ୍ତି କେତେ ଚାଷୀ ଉପକୃତ ହୋଇଛନ୍ତି ଓ ବାଦ୍ ପଡ଼ିଛନ୍ତି। ମନ୍ତ୍ରୀ ଯଦି କହୁଛନ୍ତି ଚାଷୀ ଓ ମିଲରଙ୍କ ଭିତରେ କଥାବାର୍ତ୍ତା, ତେବେ ସରକାର ତାହାଲେ କିଏ?
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

Advertisment

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#arunasahu#bjd#odishapolitics

Odisha Reporter national news in odia Odisha breaking news Odisha Viral News political controversy Odisha Odisha politics news OTV FeeDin Ground Report Odisha agriculture news Odisha Bargarh farmer protest Odisha paddy procurement issue BJD counters minister farmer protest Odisha paddy procurement crisis Odisha godown issue registration exclusion farmers Bargarh latest news Odisha cooperative minister controversy paddy farmers Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe