ଭଦ୍ରକରେ ଅବସ୍ଥା ଦେଖି ଚାନ୍ଦବାଲି ବିଜେଡି ଛାନିଆ || BJD Crisis in Bhadrak || Odisha Politics || OR
୨୦୨୪ ନିର୍ବାଚନ ପରେ ଭଦ୍ରକ ଜିଲ୍ଲାରେ ବିଜେଡିର ଜାଣ ତଳିତଳାନ୍ତ ଅବସ୍ଥା। ଆଗ ଧାଡ଼ିର ଶଙ୍ଖନେତା ଓ କର୍ମୀ, ପଦ୍ମ ଦଳକୁ ଡିଆଁ ମାରିବା ଦେଖି, ଛାନିଆ ହୋଇ ପଡିଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ। ଆଉ ଇଏ ତାର ପ୍ରତିଫଳନ। ପଞ୍ଚାୟତ ସ୍ତରରେ ଚାଲିଛି କର୍ମ ସମ୍ମିଳନୀ। କୁହାଯାଉଛି, ବିଜେଡି ମାର୍କା ଧାମରାର ୮ ପଞ୍ଚାୟତରେ ଦଳର ଅବସ୍ଥା ବିପର୍ଯ୍ୟସ୍ତ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#chandbali#bhadrak#politics#bjd#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us