Advertisment

ବହିଷ୍କାର ପରେ ମୁହଁ ଖୋଲିଲେ ମୋକିମ, ‘ରାଜନୀତି ଛାଡିବାର ପ୍ରଶ୍ନ ଉଠୁନି’ | Mohammed Moquim After Congress Exit

Advertisment

କଂଗ୍ରେସରୁ ବହିଷ୍କାର ପରେ ମୁହଁ ଖୋଲିଲେ ମହମ୍ମଦ ମୋକିମ । କହିଲେ, “ମୁଁ ଦଳକୁ ଆଇନା ଦେଖାଇଛି । କେତେଜଣ ମୁହଁ ଖୋଲି ପାରୁନଥିଲେ । ମୁଁ କହିଲି । ଭାବିଥିଲି ଦଳ ବିଚାର କରିବ, ସୁଧାର ଆଣିବ । କିନ୍ତୁ ସେମାନେ ମୋତେ ବହିଷ୍କାର କଲେ । ଗଣମାଧ୍ୟମରୁ ସକାଳୁ ଜାଣିବାକୁ ପାଇଲି ଯେ ଏମିତି ହୋଇଛି । ମୋ ବିଚାରଧାରା କଂଗ୍ରେସ ସହ ରହିଛି । ସେ ବିଚାରଧାରାକୁ କଂଗ୍ରେସ କେବେ ଦୂରେଇ ପାରିବନି । ଲୋକଙ୍କ ସେବା ପାଇଁ ରାଜନୀତି ଏକ ମାଧ୍ୟମ । ତେଣୁ ଚାଜନୀତି ଛାଡିବାର ପ୍ରଶ୍ନ ଉଠୁନି । ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ଆଗକୁ କହିବି ।“
#odishareporter#aicc#INC#CongressParty#mdmoquim#odishapolitics
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Odisha Reporter Odisha News Mohammed Moquim latest oriya news odisha reporter youtube odia news live Odisha breaking news Odisha political news today Odisha politics update Indian politics news Odisha Congress news Congress Controversy Congress internal conflict Mohammad Moquim Congress Congress expulsion Odisha Mohammed Moquim statement Congress leader expelled Moquim reaction Congress crisis Odisha political statement viral
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe