#ମାମୁଁ_ଘର_ସାତ_ପର
ବିଜେଡିକୁ ନୂଆପଡାରୁ ପ୍ରାର୍ଥୀ ମିଳିଲେ ନାହିଁ। ତେଣୁ ବାହାରୁ ପ୍ରାର୍ଥୀ ଆଣିଛନ୍ତି।ନିର୍ବାଚନ ପରେ ସେମାନେ ନଥିବେ। କେବଳ ଜୟ ଢୋଲକିଆ ଆପଙ୍କ ପାଖରେ ଥିବେ। ବିଜେଡି ପ୍ରାର୍ଥୀ କହିଛନ୍ତି ଏଠି କଣ ତାଙ୍କର ମାମୁ ଘର। ବାହାଘର ପରେ ବାପା ଘର ବହୁ ଦୂର । ମାମୁଁ ଘର ସାତ ପର। ସେ ଏଠି ଶାସନ କରିବାକୁ କଣ ଆସିବେ। ଆମର ଡବଲ ଇଞ୍ଜିନ। ଯେଉଁ ମାନଙ୍କ ପାଖରେ ଇଞ୍ଜିନ ନାହିଁ ସେ କଣ ବିକାଶ କରିବେ। ଏ ନିର୍ବାଚନରେ ଜୟର ବିଜୟ ଶୁନିଶ୍ଚିତ: ପ୍ରଭାତି ପରିଡ଼ା, ଉପମୁଖ୍ୟମନ୍ତ୍ରୀ
#PrabhatiParida
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
