Advertisment

ଆଗ ଭାଇନା ତାପରେ ଚ୍ୟାଉ ଏବେ ସିଦ୍ଧାନ୍ତଏ ଗପ କେତେଦିନ ? || Odisha Assembly || Haladiapadar Overbridge Issue

author-image
Odisha Reporter

ଆଗରୁ ଅଭିଯୋଗ ସୂର୍ଯ୍ୟ ପାତ୍ରଙ୍କ ଜମି ଯୋଗୁଁ ମୋଡି ହୋଇଥିଲା ଡିପିଆର । ସାନଖେମୁଣ୍ଡି ବିଧାୟକ କହିଲେ ଖାଲି ସୂର୍ଯ୍ୟ ପାତ୍ର ନୁହଁନ୍ତି ପୂର୍ବତନ ମେୟରଙ୍କ ବି ଜମି ଥିଲା ସେପଟେ ଦୁର୍ଘଟଣା ଘଟିବା ପରେ ପୂର୍ବତନ ଟାଣୁଆ ନେତାଙ୍କ ଆରମ୍ଭ ହୋଇଛି ଦୋଷ ଝଡ଼ା ପର୍ବ । ମୁଣ୍ଡ ଗଡୁ ଗଡୁ ସୋସିଆଲ ମିଡିଆରେ ଭାଇନାଙ୍କ ଚିଠି ନକ୍ସା ଠିକ ନାହିଁ ମୁଖ୍ୟମନ୍ତ୍ରୀଙ୍କୁ କୁହାଯାଇଛି । ଚ୍ୟାଉବାବୁ କହିଲେ ମାନୁଛି ପ୍ରଭାବଶାଳୀ ଲୋକଙ୍କ ପାଇଁ ମୋଡି ହୋଇଥିଲା ନକ୍ସା
#politicalnews#odishaassembly#politicaldrama#odishareporter

Advertisment

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

Advertisment

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Haladiapadar Overbridge Controversy DPR issue Odisha Odisha politics debate Odia news channel update Odisha government controversy Odisha regional news Surya Patra controversy Odisha project map change Sanakhemundi news update Odisha BJD News Odisha breaking news today Surya Patra latest news Odisha political controversy 2026 Odisha accident news DPR modification controversy Sanakhemundi MLA statement Surya Patra land issue Odisha political news