Advertisment

ନୂଆପଡ଼ା ବାଜି ପଲଟେଇ ଦେବେ ଏଇ ୧୦ ହଜାର ! | Odisha Reporter

author-image
Odisha Reporter

#୧୦ହଜାର_ଭୋଟର_ପଲଟେଇ_ଦେବେ_ନୂଆପଡ଼ା_ଭାଗ୍ୟ
ଆଉ ୨ ସପ୍ତାହ ପରେ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ । ନଭେମ୍ବର ୧୧ ତାରିଖରେ ଭୋଟ ହୋଇ ୧୪ ତାରିଖରେ ଗଣତି କରାଯିବ । ପ୍ରାର୍ଥିପତ୍ର ଦାଖଲ ପରେ ଏବେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ପ୍ରଚାର କାର୍ଯ୍ୟରେ ଲାଗି ପଡ଼ିଲେଣି । ପ୍ରାର୍ଥୀଙ୍କ ସହ ସେମାନଙ୍କ ଦଳର ପ୍ରମୁଖ ନେତାମାନେ ମଧ୍ୟ ନୂଆପଡ଼ାରେ ଡେରା ପକାଇଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#nuapadabyelection#newvoters#OdishaPolitics#Congress#BJD#BJP

Advertisment
Odisha National News oriya news today odia khabar oriya samachar odia news live ajira odia news news in odia today news ajira khabar odisha reporter youtube latest oriya news national news in odia Odisha Reporter odia news odia breaking news latest odia news Odisha News