Advertisment

ଏତେ ଜଲଦି ଅଜିତଙ୍କ ଯିବାର ନଥିଲା: ଦେବେନ୍ଦ୍ର ଫଡନାଭିସ || CM Devendra Fadnavis Reacts || Odisha Reporter

author-image
Odisha Reporter

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ପ୍ଲେନ କ୍ରାସରେ ପ୍ରାଣ ହରାଇଛନ୍ତି । ଅଜିତଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ସାଙ୍ଗରେ ବହୁ ସଂଘର୍ଷ ଦେଖିଛୁ । ତାଙ୍କର କ୍ୟାରିୟର ଖୁବ ଉଜ୍ଜ୍ୱଳ ଥିଲା । ସେ ଜଣେ ଦକ୍ଷ ରାଜନେତା । ଏତେ ଜଲଦି ତାଙ୍କର ଯିବାର ନଥିଲା ।"
#odishareporter#ajitpawar#devendrafadnavis#maharshtra
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
political news India breaking news Maharashtra viral news fact check fake news India Devendra Fadnavis statement Maharashtra Politics Ajit Pawar plane crash rumor Ajit Pawar news Odisha National News oriya news today odia khabar oriya samachar odia news live ajira odia news ajira khabar odisha reporter youtube latest oriya news national news in odia Odisha Reporter odia news odia breaking news latest odia news Odisha News