କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା ଏବଂ ନୂତନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଶିଳାନ୍ୟାସ କରିଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସାଂସଦ ଵୈଜୟନ୍ତ ପଣ୍ଡା। ଗୋବରୀ ନଦୀ ଉପରେ 37 କୋଟି ବ୍ୟୟ ଅଟକଳରେ ଚଣ୍ଡୀଆପଲ୍ଲୀ -- ମହାକାଳପଡା ସେତୁର ସମୀକ୍ଷା କରିବା ସହିତ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଏହି ପୋଲ ପୂର୍ଣ୍ଣାଙ୍ଗ ହେଲେ ବ୍ଲକର ଦୁଇ ପାର୍ଶ୍ଵ ଯଥା ବିଜୟ ନଗର, ଦେଉଳପଡ଼ା, ବଳିପାଳ, ବଢ଼ିହି, କଂସାର ବଡ଼ଦାଣ୍ଡଆ, ଗଗୁଆ, ନାଯୁରା ସୁନିତି ପଂଚାୟତ ସହିତ ରାଜନଗର ଓ ପଟ୍ଟାମୁଣ୍ଡାଇ ସିଧାସଳଖ ସଂଯୋଗ ହେବ। 10ଟି ପଂଚାୟତର ହଜାର ହଜାର ଲୋକ ଡଙ୍ଗା ପାରରୁ ମୁକ୍ତି ପାଇବେ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#baijayantapanda#mahakalapada
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us