#ବିଧାନସଭା_ଶେଷ_ହେବାର_ଥିଲା_ଡିସେମ୍ବର_31_ତାରିଖରେ
#18_ଦିନ_ପୂର୍ବରୁ_ସରିଗଲା_ଅଧିବେଶନ_ସବୁ_ଚାଲିଲେ_ବାରବାଟି
ସୋସିଆଲ ମିଡିଆରେ ଏବେ ଆମ ବିଧାୟକଙ୍କ ବାରବାଟି ଫଟୋ ସେସନ୍ । କିଏ କେମିତି କରୁଛି ମ୍ୟାଚ୍ ଏଞ୍ଜୟ । ଭିଭିଆଇପି ସିଟରେ ବସି ଦେଖୁଛନ୍ତି ଖେଳ। ଖାଲି ବିଧାୟକ ନୁହଁନ୍ତି ତାଙ୍କ ସଙ୍ଗେ ତାକ ବନ୍ଧୁ ପରିଜନ ମଧ୍ୟ ଅଛନ୍ତି। କିଏ ମୁଖ୍ୟମନ୍ତ୍ରୀଙ୍କ ସଙ୍ଗେ ଫଟୋ ଉଠାଉଛି ତ ଆଉ କିଏ ମନ୍ତ୍ରୀଙ୍କ ସଙ୍ଗେ ବସିଥିବା ଫଟୋ ଛାଡିଛି । ଚାରିଆଡ଼େ ହସ ଖୁସିର ମାହୋଲ। ସେ ବିରୋଧୀ ହୁଅନ୍ତୁ ବା ସରକାରୀ ଦଳ ସମସ୍ତେ ଗୋଟିଏ ମୌଜ ମୁଡରେ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#OdishaNews#BarabatiStadium#MLA#OdishaPolitics#Bhubaneswar#OdishaAssembly#SalaryHikeBill#CricketMatch#TeamIndia#PoliticalNews#BreakingNewsOdisha
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
