ସବୁରି ମୂଳରେ ବରପଦା ଇଂଜିନିୟରିଂ କଲେଜ | Lulu Samal’s Political Drama in Bhadrak | Odisha Politics | Odisha Reporter
ଆସ୍ତେ ଆସ୍ତେ ବୁଝି ହେଉଛି ଲୁଲୁଙ୍କ ଖେଳ। ହାତରୁ ଖସିଯାଇଥିବା ବରପଦା ଇଜିନିୟରିଂ କଲେଜକୁ ପୁଣିଥରେ ହାତେଇବା ପାଇଁ ଏଭଳି ନାଟକ ବୋଲି ଚର୍ଚ୍ଚା ହେଉଛି। ବର୍ତ୍ତମାନ ଭଦ୍ରକରେ ଚାଲିଥିବା ପଲଟିକାଲ ନାଟକର ମୁଖ୍ୟ ନାୟକ ଯେ ଲୁଲୁ ସାମଲ ଏଥିରେ କୌଣସି ସନ୍ଦେହ ନାହିଁ। ଲଲୁଙ୍କ କ୍ୟାମ୍ପରେ ଏବେ ଅଛନ୍ତି 4 ବ୍ଲକ ଚେୟାରମ୍ୟାନ, ସେମାନେ ହେଲେ ବନ୍ତ , ଭଣ୍ଡାରିପୋଖରୀ, ଭଦ୍ରକ ଓ ବାସୁଦେବପୁର। ଆଉ ଏମାନଙ୍କୁ ନେଇ ସଦଳବଳେ ଲୁଲୁ ଆସନ୍ତା 7 ତାରିଖରେ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#bhadrakpolitics#bhadrakstory#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us