Advertisment

ରାଜ୍ୟସଭା ନିର୍ବାଚନ ନେଇ ବଡ଼ କଥା କହିଦେଲେ ଭୂପିନ୍ଦର || Rajya Sabha Seats || BJP || BJD || Odisha Reporter

Advertisment

"ରାଜ୍ୟସଭା କାହାକୁ ଦିଆଯାଏ? ଯେଉଁମାନଙ୍କୁ ସାଧାରଣ ନିର୍ବାଚନରେ ଟିକେଟରୁ ବଞ୍ଚିତ କରାଯାଇଥାଏ । ମୋତେ ବି ପ୍ରତିଶ୍ରୁତି ଦିଆଯାଇଥିଲା ଯେ ଆପଣଙ୍କୁ ଆମେ ରାଜ୍ୟସଭା ପାଇଁ ବିଚାର କରିବୁ। ଦଳରେ ଏଭଳି ଅନେକ ନେତା ଅଛନ୍ତି, ଯେଉଁମାନଙ୍କୁ ରାଜ୍ୟସଭା ପ୍ରତିଶ୍ରୁତି ଦିଆଯାଇ ଟିକେଟ୍ ଦିଆଯାଇନାହିଁ। ସେମାନଙ୍କୁ ଦିଆଗଲେ ଦଳ ଓ ସଭାପତିଙ୍କ ସମ୍ମାନ ରହିବ" ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ ।
#odishareporter#bhupindarsingh#bjd#rajyasabhapolls
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Odisha political analysis Naveen Patnaik party news Rajya Sabha promise issue Odisha assembly politics BJD ticket controversy Bhupinder Singh latest news Odisha breaking political news BJD internal politics Rajya Sabha nomination debate Odisha political news today BJD Rajya Sabha controversy Bhupinder Singh BJD statement Odisha National News oriya news today ajira odia news odisha reporter youtube national news in odia Odisha Reporter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe