#ବିଜେପି_ବିଧାୟକଙ୍କ_ବଡ଼_ବୈଠକ
ଆଜି ରାଜ୍ୟ ବିଜେପିର ବଡ଼ ବୈଠକ। ବୈଠକରେ ଦଳର ସମସ୍ତ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ରହିବେ। ଏଥିସହ ସମସ୍ତ ମନ୍ତ୍ରୀମାନେ ବି ବୈଠକରେ ସାମିଲ ହେବେ। କୁହାଯାଉଛି ଦଳର ସାଙ୍ଗଠନିକ ସ୍ଥିତି ଓ ରଣନୀତି ନେଇ ହେବ ଆଲୋଚନା।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#Odisha#BJP#OdishaPolitics#MohanMajhi#ManmohanSamal#BJPMeeting#PoliticalStrategy#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us