#ସାଇବର_କ୍ରାମିନାଲଙ୍କ_ଆଡ୍ଡା_ସ୍ଥଳ_ବିଜୁ_ଜନତା_ଦଳ: ସତ୍ୟବ୍ରତ ପଣ୍ଡା
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବିଜେପି ବିଧାୟକ ହିମାଂଶୁ ସାହୁଙ୍କ ଫଟୋକୁ AI ସହାୟତାରେ ଏଡିଟ କରି ସୋସିଆଲ ମିଡିଆରେ ଅପପ୍ରଚାର କରାଯାଉଛି ଓ ନୂଆପଡା ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛି। ବିଜେଡି ଲୋକ ଏହାକୁ ସୋସିଆଲ ମିଡ଼ିଆ ହାଣ୍ଡେଲରେ ପୋଷ୍ଟ କରୁଛନ୍ତି। ବିଜେଡି ପରାଜୟ ଭୟରେ ଏପରି ଅପଚେଷ୍ଟା କରୁଛି। ଯାହାକୁ ଆମେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛୁ । ସାଇବର ରୁଲ ଅନୁସାରେ ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛୁ: ସତ୍ୟବ୍ରତ ପଣ୍ଡା, ବିଜେପି ମୁଖପାତ୍ର
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#bjd#bjp#nuapadabyelection#aiphoto#aiwar#Odishapolitics#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us