#ଏ_ସରକାରରେ_ଖୁଲମଖୁଲା_ବୁଲୁନାହାନ୍ତି_ଅପରାଧୀ
ଆଇନଶୃଙ୍ଖଳା ପ୍ରସଙ୍ଗରେ ବିଜେଡ଼ିର ଅଭିଯୋଗ ଉପରେ କଡ଼ା ଜବାବ ରଖିଲେ ଆଇନ ମନ୍ତ୍ରୀ । କହିଲେ, ଭୁଲ କଥା ରାଜନୈତିକ ଦୃଷ୍ଟିକୋଣରୁ କହିବା ସମିଚୀନ ନୁହେଁ । ଆଜି ଯାଏଁ ଯେଉଁ ସବୁ ଅଘଟଣ ଘଟିଛି, ସବୁ ଜାଗାରେ ସରକାର ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି । ଏହା ଉପରେ ବହୁତ ଉଦାହରଣ ମଧ୍ୟ ଅଛି । ତେଣୁ ପୂର୍ବ ବିଜେଡ଼ି ସରକାର ସମୟରେ କଣ ହେଉଥିଲା ସେ କଥା ସେମାନେ ଜାଣିଛନ୍ତି । ନିଜ ଦୋଷକୁ ବିଜେପି ସରକାର ଉପରେ ଲଦିବା ପାଇଁ ଅପଚେଷ୍ଟା କଲେ କିଛି ଫଳ ମିଳିବ ନାହିଁ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#PrithvirajHarichandan#Odisha#LawAndOrder#BJD
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
