#ନେତାଙ୍କୁ_ମିଳିବ_ନୂଆପଡା_ପ୍ରାଇଜ୍
ସରିଲା ଉପନିର୍ବାଚନ, ଏବେ ନେତାଙ୍କୁ ମିଳିବ ପୁରସ୍କାର। ଖୁବଶୀଘ୍ର ହୋଇପାରେ ବୋର୍ଡ ନିଗମ ବଣ୍ଟନ ।ପୁଣି ଆରମ୍ଭ ହେଲା ଏକ୍ସରସାଇଜ । ସରକାରକୁ ଆସିବା ପରେ ୧୬ ମାସ ଧରି ରାଜନୈତିକ ଥଇଥାନକୁ ଅପେକ୍ଷା କରିଛନ୍ତି ନେତା ଓ କର୍ମୀ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#nuapadabyelection#Prize#BJP#BJleaders#Corporation#Odisha
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
