Advertisment

ନିମାପଡ଼ାରେ ବିଜେପିର ମହାମିଶ୍ରଣ ପର୍ବ || Pravati Parida’s Power Show in Nimapada || Odisha Reporter

Advertisment

#ନିମାପଡ଼ାରେ_ପ୍ରଭାତୀଙ୍କ_ପାୱାର_ଶୋ'
ନିମାପଡ଼ା ବିଧାୟିକା ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପାୱାର ଶୋ' । ନିମାପଡ଼ା ମୁକ୍ତାକାଶ ରଙ୍ଗମଞ୍ଚରେ ବିଜେପି ପକ୍ଷରୁ ଆୟୋଜିତ ମହାମିଶ୍ରଣ ପର୍ବରେ ପ୍ରଭାତୀ ପରିଡ଼ାଙ୍କ ସହ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଓ ନିଆଳି ବିଧାୟକ ଛବି ମଲ୍ଲିକଙ୍କ ଉପସ୍ଥିତିରେ ନିମାପଡ଼ା ନିର୍ବାଚନ ମଣ୍ଡଳୀର 46ଟି ପଞ୍ଚାୟତ ଓ ନିମାପଡ଼ା ଏନଏସିର 11ଟି ୱାର୍ଡରୁ ବିଭିନ୍ନ ଦଳ ଛାଡି ଦୁଇ ହଜାରରୁ ଉର୍ଦ୍ଧ୍ୱ ଲୋକ ବିଜେପିରେ ସାମିଲ ହୋଇଥିଲେ ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#BJPmishran#JoiningProgramme#Nimapada#PrabhatiParida

Advertisment
political rally Odisha BJP strength in Odisha Odisha politics latest Nimapada Assembly news BJP joining program Odisha Niali MLA Chhabi Mallik Pipili MLA Ashrit Patnaik Deputy CM Pravati Parida Odisha BJP news today Nimapada political news BJP Maha Mishran Parva Nimapada BJP joining Pravati Parida power show Odisha National News oriya news today odia khabar oriya samachar news in odia odisha reporter youtube Odisha Reporter Odisha News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe