#କିଏ_ଖୋଲିଛି_ବିଜେଡିର_ସେକେଣ୍ଡ_ଆକାଉଣ୍ଟ ?
ପ୍ରଭାତ କହିଲେ ସାଙ୍ଘାତିକ କଥା। ବାହାର ରାଜ୍ୟରେ ଖୋଲା ହୋଇଛି ବିଜେଡି ଆକାଉଣ୍ଟ। ପ୍ରେସମିଟ୍ କରି ବିଜେଡିର ସବୁ କିଛି ଓଗାଳିଦେଲେ ପୂର୍ବତନ ଚୌଦ୍ବାର-କଟକ ବିଧାୟକ ପ୍ରଭାତ ବିଶ୍ବାଳ। ଏବେ ବି ସେହି ଗୋଟିଏ କଥା। ଦଳର ଅନ୍ୟ ଏକ ଆକାଉଣ୍ଟ ରାଜ୍ୟ ବାହାରେ ଖୋଲା ଯାଇଛି । ଆଉ ଏଥିରେ ସଂନ୍ତୃପ୍ତ ମିଶ୍ରଙ୍କ ସିଗନେଚର ରହିଥିବା ଅଭିଯୋଗ କରିଛନ୍ତି ପ୍ରଭାତ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#prabhatbiswal#bjd#politics#cuttack#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us