Advertisment

୨ବର୍ଷ ହେଲାଣି ନିଷ୍ପତ୍ତି ନେଇପାରୁନ- ନବୀନବାହାରେ କୁହନି ଭିତରକୁ ଆସ- ଟଙ୍କ || Odisha Politics || OR

Advertisment

#ନବୀନ_ବାହାରେ_କୁହନି_ଭିତରକୁ_ଆସ- ଟଙ୍କ
ବିଜେଡି ଚାଷୀ ସମାବେଶ କରି ନବୀନଙ୍କ ହଜିଲା ଗୌରବ ଫେରାଇ ଆଣିବାକୁ ଚେଷ୍ଟା କରିଛି। ଏହାର ମୌକା ପାଇ ନବୀନ ମଧ୍ୟ କେମିତି ଛକା ମରାଯିବ ତାର ଭରପୁର ଚେଷ୍ଟା କରିଛନ୍ତି। ନବୀନ କହିଛନ୍ତି ଏ ସରକାର ସ୍ଲୋଗାନ ଦେଉଛି ଜୟ କିଷାନ କିନ୍ତୁ କାମରେ ଭାଗୋ କିଷାନ। ସରକାର କାହାଣୀରେ ଚାଲେନି, କାମ ଦରକାର। ଲୋକ ସେବା ଚାହାଁନ୍ତି ନେତାଙ୍କ ପ୍ରବଚନ ନୁହେଁ। ଚାଷୀଙ୍କ ସମସ୍ୟା ସମାଧାନ ନ କଲେ ବିଜେଡି, ଏ ସରକାରର କୁମ୍ଭ କର୍ଣ୍ଣ ନିଦ ହଜେଇଦେବ, ଏଭଳି ଅନେକ ପାୱାରଫୁଲ ୱାର୍ଡ କହି ଲୋକଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥିଲେ ନବୀନ
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter ##NaveenPatnaik#bjd#Odisha#OdishaReporter

Advertisment
Naveen Patnaik news update Odisha politics debate BJD latest news farmer protest Odisha political rally Odisha Odisha breaking news today Naveen Patnaik farmers statement Odisha opposition attack BJD meeting update Odisha farmer issue Jai Kisan controversy Naveen Patnaik latest speech Odisha political news BJD farmers rally Naveen Patnaik speech today Odisha Reporter Odisha National News oriya news today odisha reporter youtube national news in odia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe