#ମିଠା_ବାଣ୍ଟିବା_ସହ_ବାଜା_ବାଣ_ଫୁଟାଇ_ବିଜୟ_ଉତ୍ସବ_ପାଳନ
ନୂଆପଡ଼ାରେ ଜୟଙ୍କ ବିଜୟ। ଆଉ ଉତ୍ସବ ପାଳନ ହେଉଛି ବାଲେଶ୍ଵରରେ। ଆଜି ନୂଆପଡ଼ା ନିର୍ବାଚନରେ ବିପୁଳ ସଂଖ୍ୟାରେ ବିଜେପି ବିଜୟ କରିବା ପରେ ବାଲେଶ୍ଵର ସଦର ବିଜେପି କାର୍ଯ୍ୟାଳୟରେ ସେଲିବ୍ରେସନର କରାଯାଇଛି। ବାଲେଶ୍ଵର ସଦର ବିଧାୟକ ମାନସ ଦତ୍ତ ଓ ଅନ୍ୟ ବିଜେପି କର୍ମୀ ମାନେ ଯୋଗ ଦେଇ ମିଠା ବାଣ୍ଟିବା ସହ ବାଜା ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରିଛନ୍ତି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#nuapada#nuapadabyelection#balasore
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
