#ସାର୍ଟ_ଖୋଲି_ବିରୋଧ_କଲେ
#ମୋଦି_ବିରୋଧୀ_ସ୍ଲୋଗାନ୍_ଦେଲେ
ଚାଲିଥିଲା ସମ୍ମିଳନୀ...ଉପସ୍ଥିତ ଥିଲେ ବିଶ୍ୱସ୍ତରୀୟ ଅତିଥି । ସାର୍ଟ ଖୋଲି ଆସିଲେ ସିଧା ମଞ୍ଚ ଉପରେ ଚଢ଼ି ନାରାବାଜି କଲେ । ଟିକେ ବି ଭାବିଲେନି ବିଶ୍ୱସ୍ତରୀୟ ନେତାଙ୍କ ଆଗରେ ଭାରତର ନାଁ ପଡ଼ିବ ବୋଲି । ବାସ୍ ରାଜନୀତିର ରୁଟି ସେକିବା ପାଇଁ ଅଶୋଭନୀୟ ଆଚରଣ ପ୍ରଦର୍ଶନ କଲେ । ନୂଆଦିଲ୍ଲୀରେ ଚାଲିଥିବା AI ଇମ୍ପାକ୍ଟ ସମ୍ମିଳନୀରେ ସାର୍ଟ ଖୋଲି ଯୁବ କଂଗ୍ରେସର ପ୍ରତିବାଦକୁ ନେଇ ବିବାଦ ତେଜିଛି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#AIImpactSummit#DelhiNews#BharatMandapam#YouthCongress#BJPvsCongress#RahulGandhi#SambitPatra#PoliticalControversy#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us