#ଲୋକଙ୍କ_ସୁରକ୍ଷା_ପ୍ରଥମ_ପ୍ରାଥମିକତା
କାଳବୈଶାଖୀରେ ଭୁବନେଶ୍ୱରରେ ହୋର୍ଡିଂ ପଡ଼ି ଦୁଣ ଜଣଙ୍କ ମୃତ୍ୟୁ ପରେ କଟକରେ ଧରପଗଡ଼ । ଖୋଦ୍ ସିଏମସି ମେୟର ସୁବାସ ସିଂ ଛକ ବଜାର ବୁଲି ବିପଦପୂର୍ଣ୍ଣ ହୋର୍ଡିଂ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜନଗହଳି ପୂର୍ଣ୍ଣ ବାଦାମବାଡ଼ି ଛକ, ଦୋଳମୁଣ୍ଡାଇ, ମଙ୍ଗଳାବାଗ, ରାଣୀହାଟ, କଲେଜ ଛକ ଆଦି ବିଭିନ୍ନ ଅଞ୍ଚଳ ବୁଲି ହୋର୍ଡିଂ ସ୍ଥିତି ସମୀକ୍ଷା କରିଛନ୍ତି। ଛାତ ଉପରକୁ ଯାଇ ହୋର୍ଡିଙ୍ଗ ଗୁଡ଼ିକର ସ୍ଥାୟୀତ୍ବ ପରଖିଛନ୍ତି ମେୟର ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Mayor#Cuttack#hoardingissue#subassingh
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us