Advertisment

ଡାନି ମନେ ପକାଇଲେ ବବିଙ୍କୁ: କାହାକୁ କହୁଛ, ତମ ବାପା ବା ଏଠି ବିଧାୟକ ଥିଲେ | Bobby–Dani Faceoff Shakes BJD ||

author-image
Odisha Reporter

ଡାନି ମନେ ପକାଇଲେ ବବିଙ୍କୁ: କାହାକୁ କହୁଛ, ତମ ବାପା ବା ଏଠି ବିଧାୟକ ଥିଲେ | Bobby–Dani Faceoff Shakes BJD || Odisha Reporter
ବ୍ୟାସ ନଗର ସଭା ମଞ୍ଚରେ ବବି କହିଲେ ଏଇ ମାଟିରୁ ସୁଯୋଗ ପାଇଲ , ପାଇଲା ପରେ ଏ ମାଟି ଛାଡି ପଳାଇଲ। ଗତ 15- 17 ବର୍ଷ ଭିତରେ ଯେଉଁ ନେତାମାନେ ଏଠାରୁ ନିର୍ବାଚିତ ହୋଇଥିଲେ, ଏବଂ ନିଜର ସ୍ବାର୍ଥ ସାଧନ କରିଥିଲେ ଆଜି ସେମାନେ କେହି ନାହାନ୍ତି, କୋରେଇ କୁ ଛାଡ଼ି ଚାଲିଯାଇଛନ୍ତି । ସେପଟେ ଡାନି ମନେ ପକାଇ ଦେଇଛନ୍ତି ବବିଙ୍କୁ। ବବି ବାବୁ ସେଠେ ବା ଦିନେ ତୁମ ବାପା ବିଧାୟକ ଥିଲେ। ଡାନି କହିଛନ୍ତି ସେଠାରେ ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ, ବବିଙ୍କ ବାପା ଅଶୋକ ଦାସ, ସଂଚିତା ମହାନ୍ତି , ଅଶୋକ ବଳ, ଆକାଶ ଦାସ ନାୟକ ବିଧାୟକ ଥିଲେ।
#OdishaReporter#pritiranjanghadei#bjd_poltics#pranabprakashdas#odisha_politics#korei_politics
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Odisha Odisha Reporter Odisha News Bobby Das National News latest odia news odia breaking news national news in odia odisha reporter youtube news in odia ajira odia news oriya news today Odisha political news political controversy Odisha Jajpur Politics odia news oriya samachar odia khabar BJD Leaders Byasanagar politics Dani Das BJD internal clash Korei politics Byasanagar meeting