Advertisment

'ଦେବାଶିଷ ଭାଇ ଦେଖା କରିବାକୁ ଆସନ୍ତୁ' | BJD MLA Ganeshwar Behera | Odisha Politics | Odisha Reporter

author-image
Odisha Reporter

#ଗୃହବନ୍ଦୀ_ନାହାନ୍ତି_ନବୀନ
ଦେବାଶିଷଙ୍କ ଚିଠିର କିଛି ପ୍ରଭାବ ନାହିଁ । ୨୦୨୪ ପରାଜୟର ସମୀକ୍ଷା ହୋଇଛି । ଦେବାଶିଷ ଯେମିତି ଚାହୁଁ ଥିଲେ ସେମିତି ସମୀକ୍ଷା ହୋଇ ନାହିଁ । ଦଳରେ ଏ ନେଇ ଲମ୍ବା ଆଲୋଚନା ହୋଇଛି । ନବୀନଙ୍କୁ ଦେଖା କରିବାରେ ବର୍ତ୍ତମାନ ଯଥେଷ୍ଟ ସୁଯୋଗ ରହିଛି । ନବୀନ ବାବୁ ଯଦି ଗୃହ ବନ୍ଦୀ ତେବେ ବିଧାନସଭା, ଶଙ୍ଖ ଭବନ ଓ ନିର୍ବାଚନ ପ୍ରଚାର ରେ କେମିତି ଯାଉଛନ୍ତି : ଗଣେଶ୍ୱର ବେହେରା, ବିଜେଡି ବିଧାୟକ
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#debasishsamantray#ganeshwarbehera#BJD#OdishaPolitics

Advertisment
Odisha Odisha Reporter Odisha Politics Bjd Mla National News national news in odia latest oriya news odisha reporter youtube today news news in odia odia news live oriya news today Odisha breaking news BJD news Odisha political update BJD Controversy Naveen Patnaik news oriya samachar odia khabar Naveen Patnaik Latest BJD internal issues Ganeshwar Behera Debashish Samantaray letter 2024 election review Odisha BJD viral statement