'ଦିଦିଙ୍କ ପାପକଳସୀ ପୂରି ଆସିଲାଣି' || BJP Slams Mamata Banerjee Over Coal Scam || ED Raid || Odisha Reporter
କୋଇଲା ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗରେ ଚାଲିଥିବା ଇଡି ଚଢ଼ଉ ନେଇ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇପଡ଼ିଛି। ଗତକାଲ ନିଜେ ମୁଖ୍ୟମନ୍ତ୍ରୀ ମମତାବାନାର୍ଜୀ ଚଢ଼ଉ ଜାଗାରେ ପହଞ୍ଚିଯିବା ଏବଂ ଜବତ କାଗଜପତ୍ର ଛଡ଼େଇ ଆଣିବାକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦଳର ବରିଷ୍ଠ ନେତାର ରବିଶଙ୍କର ପ୍ରସାଦ ମମତାବାନୀର୍ଜୀଙ୍କୁ କଠୋର ଭାଷାରେ ଗାଳିଦେଇଛନ୍ତି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#MamataBanerjee#RavishankarPrasad
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
