'ଚୁପ୍ ରହିବନି ବିଜେଡି' || Pramila Mallick Slams Govt Over Paddy Procurement || Odisha Reporter
ସରକାର ପ୍ରତିଶ୍ରୁତି ଦେଇଥିଲେ 8ଶହ ଟଙ୍କା ବୋନସ୍ ଦେବେ । ଚାଷୀଙ୍କ ସବୁ ଉତ୍ପାଦିତ ଧାନ କିଣିବାକୁ କହିଥିଲେ । ସେଥିରେ ଉତ୍ସାହିତ ହୋଇ ବହୁ ପରିମାଣରେ ଧାନ କଲେ ଚାଷୀ । ହେଲେ ସରକାର ଏଫଏକ୍ୟୁ ମାନର ଆଳ କରି ଚାଷୀଙ୍କଠୁ ଧାନ ନେଉନାହାନ୍ତି । ଚାଷୀଙ୍କୁ ପ୍ରତାରଣା କରିଛନ୍ତି : ପ୍ରମିଳା ମଲ୍ଲିକ, ବିଜେଡି ନେତ୍ରୀ
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#pramilamallik#BJD#odishagovt#PaddyProcurement
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
