Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଥିଓପିଆର ସର୍ବୋଚ୍ଚ ନାଗରିକ ସମ୍ମାନ | PM Modi |Ethiopia’s Top Civilian Honour |OR

Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଥିଓପିଆର ସର୍ବୋଚ୍ଚ ନାଗରିକ ସମ୍ମାନ। ଦ ଗ୍ରେଟ୍ ଅନର୍ ନିଶାନ୍ ପ୍ରଦାନ କରିଛନ୍ତି ଇଥିଓପିଆ ପ୍ରଧାନମନ୍ତ୍ରୀ। ଏହି ସମ୍ମାନକୁ ଭାରତୀୟଙ୍କୁ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାକୁ ମିଶାଇ ସେ ୨୮ଟି ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେଣି। ଜୋର୍ଡାନ ଗସ୍ତ ସାରି ଗତକାଲି ପ୍ରଧାନମନ୍ତ୍ରୀ ପହଞ୍ଚିଥିଲେ ଇଥିଓପିଆରେ।
#OdishaReporter#Ethiopia#NarendraModi#thegreathonournishan#modividitethopia
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Odisha Reporter Odisha News National News national news in odia odisha reporter youtube odia news live PM Modi latest news PM Modi Ethiopia award Narendra Modi highest civilian honour Ethiopia Great Order of Nishan PM Modi foreign visit Ethiopia India relations International honour PM Modi Modi global recognition India Africa relations PM Modi Jordan visit Indian PM world awards Odisha news PM Modi India global news
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe