ବିସ୍ଫୋରକ ବୟାନ , ନିର୍ଭୟରେ ରୋକଠୋକ କଥା ପୁଣି ବଖାଣିଲେ କଂଗ୍ରେସ ଦଳର ନେତାଙ୍କ ଦକ୍ଷତା । ଦଳରେ ନିଆଁ ଲଗାଇଛି କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଚିଠି । ପିସିସି ସଭାପତି ଭକ୍ତ ଚରଣ ଦାସ ଓ ଦଳର ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଉଠାଇଛନ୍ତି ପ୍ରଶ୍ନ । ସୋନିଆ ଗାନ୍ଧୀଙ୍କୁ ମୋକିମଙ୍କ ଚିଠି ପରେ କଂଗ୍ରେସ ଦଳରେ କମ୍ପନ । ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କଂଗ୍ରେସ ନେତା ମହମ୍ମଦ ମୋକିମ କହିଲେ ନିଜ ମନର କଥା । Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: #OdishaReporter">https://www.instagram.com/odishareporter_official/#OdishaReporter#ExclusiveInterview#CongressLeader#MohammadMokim#rahulgandi#SoniaGandhi#PCC#BhaktaCharanDas
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
