#ଇନ୍ଦିରାଙ୍କ_ବିରୋଧରେ_ଲେଖିଥିଲି_ଜେଲକୁ_ନେଇଗଲେ
ବାମପନ୍ଥି ଚିନ୍ତାଧାରାର ନେତା । NSAରେ ଦୁଇ ଦୁଇଥର ଜେଲ୍ ଦଣ୍ଡ ଭୋଗିଛନ୍ତି । ଜଣେ ଇନିସପେକ୍ଟରଙ୍କ ହତ୍ୟା ମାମଲାରେ ଆଜବୀନ ଜେଲ ଦଣ୍ଡାଦେଶ ମଧ୍ୟ ମିଳିଥିଲା । ହେଲେ ପରବର୍ତ୍ତୀ ସମୟରେ ଦଣ୍ଡକୁ ହାଇକୋର୍ଟ ଖାରଜ କରି ଜାମିନ ଦେଇଥିଲେ । ତେବେ ଏତେ ସବୁ ବିବାଦ ଭିତରେ ତାଙ୍କ ରାଜନୈତିକ ଯାତ୍ରା ବେସ୍ ପ୍ରେରଣାଦାୟୀ । ଆଜି ସ୍ୱତନ୍ତ୍ର ସାକ୍ଷାତକାରର ଅତିଥି ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ, ନିଜ ରାଜନୈତିକ ଯାତ୍ରା, ଆରୋପ ଆଉ ସବୁ ପ୍ରଶ୍ନର ସଫା ସଫା ଉତ୍ତର ଦେଇଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#chhatrapurexmla#CPI#Narayanreddy#ExclusiveInterview#orpodcast#ganjam#inspectordeathcase
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
