Advertisment

Exclusive Interview With Veteran Leader Rabi Pani || Odisha Political Podcast || Naveen Pattnaik |OR

Advertisment

(15:32)- କେମିତି ହେଲା ମିଡ୍‌ ନାଇଟ୍ ଅପରେସନ ?
(19:41)- ଏମିତି କହିଲେ ବିଜୟ ପଟ୍ଟନାୟକ
(52:56)- ମେ' 29 ସକାଳେ କଣ ହେଲା ?
(21:16)- ପ୍ୟାରୀ ଖାଇଗଲେ 500 କୋଟି
(36:06)- ନବୀନ ନିବାସର ଦାୟିତ୍ବ ନେଲି
(44:43)- ନବୀନ କହିଲେ ତମେ ମନ୍ତ୍ରୀ ହେବ
(51:21)- ମନ୍ତ୍ରୀ ହେବି ବୋଲି ଝିଅମାନେ ସାଇ ମନ୍ଦିର ଗଲେ
(52:57)- MR ପାଣି I am Sorry

Advertisment

ବରିଷ୍ଠ ନେତା ରବି ପାଣି କହୁ କହୁ ସବୁ କହିଦେଲେ । ମିଡ୍‌ ନାଇଟ୍‌ ଅପରେସନ୍ କେମିତି ଥିଲା ? ନବୀନ ତାଙ୍କୁ କାହିଁକି କହିଲେ ଡ୍ରାମା କରିବା ପାଇଁ ? ନବୀନଙ୍କ ଉପରୁ ତାଙ୍କର କାହିଁକି ଭରସା ତୁଟିଗଲା ? ବ୍ରଜରାଜନଗରର ପୂର୍ବତନ ବିଧାୟିକା ତାଙ୍କୁ କାହିଁକି ଫୋନ କଲ କରିଥିଲେ ? ଦୀପାଳିଙ୍କୁ ଭେଟିଲେ ବିଜୟ ମହାପାତ୍ର , ଅରବିନ୍ଦଙ୍କୁ କାହିଁକି ନବୀନ କଲେ ସସ୍‌ପେଣ୍ଡ୍ ? ସେଦିନ ପ୍ୟାରୀ ମୋହନ ମହାପାତ୍ରଙ୍କ ଗୋଡ଼ ଧରି କାହିଁକି କାନ୍ଦିଥିଲେ ରବି ପାଣି ? ଏ ସମସ୍ତ ପ୍ରଶ୍ନର ଖୋଲାଖୋଲି ଉତ୍ତର ରଖିଛନ୍ତି ବରିଷ୍ଠ ନେତା ରବି ପାଣି

। Odisha Reporter is one of the best Odia news portal in Odisha. Get all the news updates in Odia. (34:05)- କେମିତି ହେଲା ମିଡ୍‌ ଡେ ଅପରେସନ ?

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#odishareporter#RaviPani,#NaveenPatnaik,#BJDCrisis,#MidnightOperation,#OdishaPolitics,#BreakingNews,#ORNews,#OdishaReporter,#PoliticalExpose,#BJDNews

ବରିଷ୍ଠ ନେତା ରବି ପାଣି ପ୍ୟାରୀ ଖାଇଗଲେ 500 କୋଟି BJD Breaking News OR news today Odisha politics 2026 Deepali meeting Vijay Mahapatra Aravind suspension BJD Brajrajnagar ex MLA call Pyari Mohan Mohapatra Ravi Pani emotional moment Midnight operation Odisha BJD internal conflict Naveen Patnaik news Ravi Pani statement Ravi Pani interview Odisha odia khabar oriya samachar today news odisha reporter youtube latest oriya news Odisha Reporter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe