Advertisment

ରାସ୍କେଲ ଶବ୍ଦ ପାଇଁ ମୁହାଁମୁହିଁ ବିଜେପି ବିଜେଡି | Chaos at CMC Meeting! | Cuttack | BJP | BJD | OR

author-image
Odisha Reporter

#ମୁହାଁମୁହିଁ_ବିଜେଡି_ବିଜେପି
ସିଏମସି କାଉନସିଲ ବୈଠକରେ ରାସ୍କେଲ ଶବ୍ଦର ପ୍ରୟୋଗକୁ ନେଇ ତୁମୂଳ କାଣ୍ଡ। ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପିର କର୍ପୋରେଟର। ଏପରିକି ମାଇକ ଭାଙ୍ଗିବା, ଫୁଲଦାନୀ ଫୋପାଡ଼ିବା ଏବଂ ଠେଲପେଲା ହେବାଭଳି ପରିସ୍ଥିତି ଆଜି ଦେଖୁବାକୁ ମିଳିଛି। ପରିଣାମ ସ୍ୱରୂପ କାଉନସିଲ ବୈଠକ ଅଧାରୁ ବନ୍ଦ ରହିଛି। ଉଭୟ ପକ୍ଷଙ୍କୁ ବୁଝାଇବା ଲାଗି ମେୟର ଚେଷ୍ଟା କରୁଛନ୍ତି କିନ୍ତୁ ସ୍ଥିତି ସ୍ୱାଭାବିକ ହୋଇନଥିଲା। କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।

Advertisment

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

Advertisment

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#cuttack#cmc#Corporater#Odisha#OdishaReporter#CMCMeeting#BJDvsBJP#OdishaPolitics#CuttackNews#RascalRemark#PoliticalClash

Political Controversy Odisha ruckus Odisha City News Odisha politics 2025 Cuttack update BJD BJP corporator clash CMC meeting tension Odisha political drama Cuttack news CMC brawl Odisha local body news council meeting fight BJD BJP fight Odisha breaking news Cuttack Politics Cuttack Municipal Corporation Rascal remark controversy Odisha Politics BJD vs BJP CMC council chaos odisha reporter youtube Odisha Reporter