Advertisment

ଓଡ଼ିଶା ପାଇଁ ଧୋକା ଏ ବଜେଟ୍ ||PCC President Bhakta Das Reacts on 2025-26 Union Budget ||Odisha Reporter

author-image
Odisha Reporter

ଓଡ଼ିଶା ପାଇଁ ଧୋକା ଏ ବଜେଟ୍ ||PCC President Bhakta Das Reacts on 2025-26 Union Budget ||Odisha Reporter
ଭାରତ ସରକାର ୨୦୨୫-୨୬ ବଜେଟ ଏକ ଦିଶାହୀନ, ନିତିହୀନ ଓ ଦୃଷ୍ଟିହୀନ’। ଯୁବକ, ଗରିବ, ଚାଷୀ, ମଧ୍ୟବିତ୍ତ ନିମ୍ନ ମଧ୍ୟବିତ୍ତ ଓ ଗରିବ ଲୋକେ କେହି ଲାଭ ପାଇ ପାରିବେ ନାହିଁ । ଗୋଟେ ନୀତି ସମ୍ପନ୍ନ ବଜେଟ ହେବାର ଥିଲା । କିନ୍ତୁ ହୋଇ ପାରିଲା ନାହିଁ। ଯୁବପିଢି ହତାଶ ହୋଇଛନ୍ତି । ବର୍ତ୍ତମାନ ବଜେଟରେ ଯୁବ ପିଢ଼ିଙ୍କ ପାଇଁ କିଛି ପ୍ରାବଧାନ ହୋଇ ନାହିଁ । ଓଡ଼ିଶା କିଛି ପାଇ ପାରୁନି । ଓଡ଼ିଶାକୁ କେବଳ ଧୋକା ମିଳିଛି ବୋଲି କହିଛନ୍ତି ପିସିସ ସଭାପତି ଭକ୍ତ ଦାସ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#PCCpresident#Bhaktadas#Odisha#OdishaReporter

Advertisment
Odisha breaking news today Odia political news opposition reaction budget budget criticism India Odisha Latest Political News middle class budget India farmer budget reaction youth disappointed budget Congress on Union Budget Odisha budget reaction budget anti poor budget anti youth PCC president Bhakta Das Odisha Congress news Bhakta Das statement Union Budget 2025 Odisha 2025-26 budget reaction National News Odisha Reporter