#ମୁଖ୍ୟମନ୍ତ୍ରୀଙ୍କ_ଗୋଡ଼_ତଳେ_ପଡ଼ିଗଲେ
ଶେଷ ହୋଇଛି ବିଧାନସଭା ଅଧିବେଶନ, ହେଲେ ସରୁନାହିଁ ବିଭିନ୍ନ ସଙ୍ଗଠନର ଧାରଣା ଓ ପ୍ରତିବାଦ । ଆଜି ଓଡିଶା କଳା ଓ କ୍ରୀଡା ଶିକ୍ଷକ ମିଳିତ ମଞ୍ଚ ପକ୍ଷରୁ ଧାରଣା ଦେଇଛନ୍ତି। ପାର୍ଟ ଟାଇମ କଳା ଓ କ୍ରୀଡା ଶିକ୍ଷକମାନଙ୍କୁ ନିୟମିତ କରିବା ଦାବିରେ ବିଧାନସଭା ସମୁଖରେ ଏହି ଧାରଣ ଦିଆଯାଇଛି। ୨୦୧୩ରୁ କାମ କରିଆସୁଥିବାବେଳେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଲିନଥିବା ପ୍ରତିବାଦରେ ଏହି ଧାରଣା ଦିଆଯାଇଛି। #OdishaEducation#TeachersProtest#OdishaAssembly#RegularisationDemand#ContractTeachers#EducationReform#DharnaProtest#ArtAndSportsTeachers#TeachersDharna_Odisha#EducationProtest#TeachersDemand#OTVNews#OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us