#ବିଜେପି_ନେତାଙ୍କ_ପାଇଁ_ହରଡ଼ଘଣାରେ_ଲାଞ୍ଚୁଆ_ମାଡାମ
ସେ ଦିନ ବିଜେପି ନେତା ମୁଣ୍ଡ ନ ପୂରାଇଥିଲେ ବୋଧେ ଆଜି କଥାଟା ସାମ୍ନାକୁ ଆସିନଥାନ୍ତା କି ଲାଞ୍ଚୁଆ ଡାଟା ଏଣ୍ଟ୍ରି ଅପରେଟର ମାଡାମ ପୁଷ୍ପିତା ଷଡ଼ଙ୍ଗୀଙ୍କ ପୋଲ ଖୋଲି ନଥାନ୍ତା । ଟିକିଏ ଅପେକ୍ଷା କରନ୍ତୁ, ଆମେ ଆପଣଙ୍କୁ କହିବୁ, ଲାଞ୍ଚୁଆ ମ୍ୟାଡାମ କେମିତି ଧରାପଡ଼ିଲେ ଆଉ ତାଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ? ଏବେ କିନ୍ତୁ ପୂରା ହରଡ଼ଘଣାରେ ପଡିଛନ୍ତି ଜିଲ୍ଲା ଶ୍ରମ କାର୍ଯ୍ୟାଳୟର କର୍ମଚାରୀମାନେ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#jagatsinghpur#BribeCase#BJP#OdishaBJP#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us