‘ମୁଁ ଅଫିସରଙ୍କ ଟେବୁଲ ପାଖରେ ବସି କାମ କରିପାରିବି’ || BJP Leader Samir Das || Nimapada Politics ||Odisha Reporter
ନେତା ଭାବେ ମୁଁ ୪୦ ବର୍ଷ ଧରି ନିମାପଡ଼ାରେ ସେବା ଜାରି ରଖିଛି । ସେଥିପାଇଁ ଯାହାର ଯାହା ସମସ୍ୟା ହେଉଛି ଶନିବାର ଓ ବୁଧବାର ମୋ ନିମାପଡ଼ା ବାସଭବନକୁ ଲୋକଙ୍କୁ ଆସିବାକୁ କହିଛି । ଯାହାର ଯାହା ସମସ୍ୟା ମୋ ପାଖକୁ ଆସି କହିବା ପାଇଁ କହିଛି। ମୁଁ ଅଫିସରଙ୍କ ଟେବୁଲ ପାଖରେ ବସି କାମ କରିପାରିବି: ସମୀର ଦାସ, ବିଜେପି ନେତା
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#BJP#Samirdash#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
