Advertisment

‘ମୁଁ ଲଢିବି ପୁଣି ପିଟିସନ ଦାଖଲ କରିବି’ | High Court Rejects Ananta Jena’s Plea | Odisha Reporter

Advertisment

‘ମୁଁ ଲଢିବି ପୁଣି ପିଟିସନ ଦାଖଲ କରିବି’ | High Court Rejects Ananta Jena’s Plea | Odisha Reporter
ବିଧାୟକ ଅନନ୍ତ ଜେନାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସହ ସାନି ନିର୍ବାଚନ କରିବା ପାଇଁ ପରାଜିତ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ତାଙ୍କର ପ୍ରସ୍ତାବକ ଗୋରାଚନ୍ଦ୍ର ମଙ୍ଗରାଜ ଦୁଇଟି ପୃଥକ ନିର୍ବାଚନ ମାମଲା ହାଇକୋର୍ଟରେ ଦାଖଲ କରିଥିଲେ । ସେହି ଦୁଇଟି ନିର୍ବାଚନୀ ମାମଲାକୁ ବିନା ଶୁଣାଣିରେ ଖାରଜ କରିବା ପାଇଁ ଅନନ୍ତ ଜେନା ହାଇକୋର୍ଟରେ ଦୁଇଟି ଅନ୍ତରୀଣ ଦରଖାସ୍ତ କରିଥିଲେ । ଯାହାକୁ ହାଇକୋର୍ଟ ଖାରଜ କରି ମୂଳ ନିର୍ବାଚନ ମାମଲା ଶୁଣାଣି ନିମନ୍ତେ ଆଦେଶ ଦେଇଥିଲେ । ଶୁଣନ୍ତୁ ଏହାକୁ ନେଇ କ'ଣ କହୁଛନ୍ତି ଅନନ୍ତ ଜେନା...
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#anantnarayanjena#Bhubaneswar#bjd#OdishaReporter

Advertisment
Ananta Jena controversy election petition Viral news Odisha Odia news High Court updates Political News Odisha Bhubaneswar News Odisha breaking news Ananta Jena news Bjp Odisha election case Odisha High Court Odisha Politics jagannath-pradhan Ananta Jena Odisha National News oriya news today oriya samachar odia news live ajira odia news odisha reporter youtube national news in odia Odisha Reporter latest odia news
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe