Advertisment

‘ବିଜେପିରେ ମିଶିଲେ ମାରିଦେବୁ’ | Odisha Politics Heats Up | BJD | BJP | Bhadrak News | Odisha Reporter

author-image
Odisha Reporter

ଭଣ୍ଡାରିପୋରୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ ବିଜେପିରେ ଯୋଗ ଦେବାକୁ ଦରଖାସ୍ତ କରିଥିବାରୁ ତାଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଭାରତୀୟ ଜନତା ପାର୍ଟିରେ ମିଶିବା ପାଇଁ ସୁମତୀ ସେଠୀ ଦରଖାସ୍ତ କରିଥିଲେ । ଏଥିପାଇଁ ଗତ ୨ ଦିନ ହେବ ବିଜୁ ଜନତା ଦଳର କେତେକ ନେତା ତାଙ୍କୁ ଦଳ ନଛାଡିବା ପାଇଁ ବାଧ୍ୟ କରି ଆସୁଛନ୍ତି । ଏହାକୁ ପ୍ରତ୍ୟାଖ୍ୟାନ କରିବାରୁ ଗତ ଶନିବାର ରାତିରେ କେତେକ ଅସାମାଜିକ ଲୋକ ତାଙ୍କ ଘରକୁ ପଥର ମାଡ କରିବା ସହ ଜାତିଆଣ ଆକ୍ଷେପ କରିଥିଲେ । ଏପରିକି ଦଳ ଛାଡିଲେ ଜୀବନରୁ ମାରି ଦିଆଯିବ ବୋଲି ଧମକ ଦେଇଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି ସୁମତୀ ସେଠୀ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#bhadrak#bjd#bjp#politics#threat#controversynews

Advertisment
Odisha Odisha Reporter Odisha Politics Odisha News National News odisha reporter youtube odia news live oriya news today Political Violence Odisha Odisha breaking news Odisha Viral News Odisha latest updates BJP BJD clash Sumati Sethi Bhandaripokhari news BJP joining controversy BJD leaders pressure Panchayat Samiti Chairperson threat stone pelting incident caste slur allegation political intimidation Odisha viral political update