#ନବୀନଙ୍କର_ଯଦି_ପୁଅଟିଏ_ଥାଆନ୍ତା ?
ଏ ଦୃଶ୍ୟ ଆଜି ପୂର୍ବାହ୍ନର । ନିର୍ବାଚନ ପ୍ରଚାର କରିବାକୁ ନୂଆପଡ଼ା ଯିବା ପୂର୍ବରୁ ଭୁବନେଶ୍ବର ଏୟାରପୋର୍ଟ ଭିତରର ଏ ଦୃଶ୍ୟ । ଧୀର ପାଦରେ ଲାଉଞ୍ଜରେ ଚାଲି ଚାଲି ଯାଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ସବୁଥର ଭଳି ଏଥର ବି ଦୁଇ ପାର୍ଶ୍ବରେ ଅଛନ୍ତି ଦୁଇ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ପଟେଲ ବାବୁ ଓ ପାତ୍ର ବାବୁ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#NaveenPatnaik#support#PSO#nuapadabyelection#bhubaneswarairport#BJD#Shreemayeemishra
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
