#ଟାଇଟାନିକ_ଜାହାଜ_ପରି_ବିଜେଡି_ପୂରା_ଡୁବିଯିବ: ଶ୍ରୀମୟୀ
ଏଥର ସିଧା ନା ନେଇ ଭିକେ ପାଣ୍ଡିଆନକୁ ସାଙ୍ଘାତିକ ସମାଲୋଚନା କଲେ ନାରୀ ନେତ୍ରୀ ଶ୍ରୀମୟୀ ମିଶ୍ର। ପ୍ରତିକ୍ରିୟାରେ କହିଛନ୍ତି ବିଜେଡିକୁ ଲକ୍ଷ୍ମୀ ଛାଡିଗଲା ଆଜି। ଏହା ଆଗକୁ ବଢିବ। ନୂଆପଡାରେ ବିଜେଡି ତୃତୀୟ ସ୍ଥାନରେ ରହିବା ନେଇ ଆଗୁଆ ଆକଳନ କରିଥିଲି, ଆଜି ତାହା ସତ ହୋଇଛି। ଆଗକୁ ଯଦି ବିଜେଡି ତାମିଲ ଲୋକକୁ ଓଡିଶାରୁ ପୂରା ବିଦା ନ କରନ୍ତି ତେବେ ଆଗକୁ ସତରେ ଟାଇଟାନିକ ଜାହାଜ ପରି ବିଜେଡି ପୂରା ଡୁବିଯିବ। ଶୁଣନ୍ତୁ ଆଉ କ'ଣ କହୁଛନ୍ତି ଶ୍ରୀମୟୀ...
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#shreemayeemishra#bjd#nuapadabyelection#PoliticalCounter#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
