ଯେଉଁ ରାଜ୍ୟରେ ଭୋଟ୍ … ସେଇ ରାଜ୍ୟର ଶାଢ଼ୀ ! || Nirmala Sitharaman's Saree || Union Budget 2026 || Odisha Reporter
ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ ସଂସଦରେ ଉପସ୍ଥାପନ କରିଛନ୍ତି । ସେ ସଂସଦରେ ବଜେଟ୍ ପୁସ୍ତିକା ପଢ଼ିଲା ବେଳେ, ଅର୍ଥଶାସ୍ତ୍ରୀ ଓ ବ୍ୟବସାୟୀମାନେ ଦେଶର ଅର୍ଥନୈତିକ ହିସାବ ନିକାଶ ଉପରେ ଲକ୍ଷ୍ୟରଖିଥିବାବେଳେ, ସାରା ଦେଶର ସାଧାରଣ ଜନ ତାଙ୍କ ନଜର କିନ୍ତୁ ଥିଲା ନିର୍ମଳା ପିନ୍ଧିଥିବା ହସ୍ତତନ୍ତ ଶାଢ଼ି ଉପରେ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#NirmalaSitharaman#fmminister#budget2026#sareepolitics
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us