#ସବୁ_ନେତାଙ୍କ_ନାଁ_ନେବା_ସମ୍ଭବ_ନୁହେଁ
ଗତକାଲି ମହାମହିମ ରାଷ୍ଟ୍ରପତି 2000 ମସିହା କଥା କହି ସ୍ମୃତିଚାରଣ କଲେ । ହେଲେ କାହିଁକି ନବୀନଙ୍କ ନାଁ ନେଲେନି ବୋଲି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ସୁଲତା ଦେଓ । ଏବେ ସୁଲତାଙ୍କୁ ଜବାବ ଦେଇ ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି, ମହାମହିମ ନିଜ ଅଭିଭାଷଣରେ ବିଜୁ ପଟ୍ଟନାୟକଙ୍କ ନାଁ ନେଇଥିଲେ । ନବୀନ ବିଜୁ ପଟ୍ଟନାୟକଙ୍କଠୁ ବଡ଼ ନୁହନ୍ତି ନା ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Ashokmohanty#BJPMLA#President#SulataDeo
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
