'ମୋତେ ହରାଇବାକୁ ଟ୍ରିପଲ ଇଞ୍ଜିନ ସରକାର ଲାଗିଛି’ | Snehangini Chhuria’s Door-to-Door Campaign in Nuapada | Odisha Reporter
ଡୋର୍ ଟୁ ଡୋର୍ ଯାଇ ଜୋରଦାର କ୍ୟାମ୍ପେନ କରୁଛନ୍ତି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ । ଏହି ଅବସରରେ ସେ କହିଛନ୍ତି ନିର୍ବାଚନରେ ଆମର ଭଲ ହେବ । ଟ୍ରିପଲ ଇଞ୍ଜିନ ସରକାର ଲାଗିଛି ଆମକୁ ହରାଇବାକୁ । ମାଳ ମାଳ ମନ୍ତ୍ରୀ ମାଳ ମାଳ ଟଙ୍କା । ହେଲେ ସବୁ ପରେ ବି ଲୋକେ ଆମକୁ ଭରସା କରିବେ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#snehanginichhuria#BJD#Campaigning#nuapadabyelection
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us