Advertisment

'ଅରବିନ୍ଦଙ୍କୁ ପାଟକୁରା ମାଟିରେ ପଶିବା ଅସମ୍ଭବ ହୋଇଯିବ' || Patkura Politics || BJD || Naveen Patnaik || OR

author-image
Odisha Reporter

'ଅରବିନ୍ଦଙ୍କୁ ପାଟକୁରା ମାଟିରେ ପଶିବା ଅସମ୍ଭବ ହୋଇଯିବ' || Patkura Politics || BJD || Naveen Patnaik || Odisha Reporter
ନବୀନଙ୍କୁ ଭେଟିବା ପରେ ପାଟକୁରା ବିଜେଡି ନେତାଙ୍କ ପ୍ରତିକ୍ରିୟା । ନବୀନ କହିଲେ ବିଧାୟକଙ୍କୁ ପଠାଇଥିଲୁ କାମ କରିବା ପାଇଁ । ହେଲେ ସେ ଯାହା କଲେ ସେଥିପାଇଁ ଆମେ ଅନୁତପ୍ତ । ତାଙ୍କ ବିରୋଧରେ ଆକ୍ସନ ହୋଇଛି । ଖୁବଶୀଘ୍ର ନୂଆ ଲୋକଙ୍କୁ ପାଟକୁରା ପଠାଯିବ । ତେବେ ଅରବିନ୍ଦଙ୍କୁ ପାଟକୁରା ମାଟିରେ ପଶିବା ଅସମ୍ଭବ ହୋଇଯିବ ବୋଲି କହିଛନ୍ତି ବିଜେଡି ନେତା ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#naveenpatnaik#BJD#patakura#ArvindMohapatra

Advertisment
Odisha Odisha Reporter Odisha News National News odisha reporter youtube today news oriya news today Odisha political news BJD latest update BJD leader reaction naveen patnaik latest news Naveen Patnaik statement Odisha breaking political news Odisha election politics Patkura politics Patkura BJD news BJD action against MLA Patkura constituency update BJD internal action Arbind Patkura controversy Odisha reporter political news