ନବୀନ ଚିଲେଇଲେ, ପାଟି ଚୁପ୍ କରାଇଦେଲେ ଜୟ |Jay Dholakia’s Strong Reply to Naveen Patnaik |Odisha Reporter
ସୋମବାର ଦିନ ନୂଆପଡ଼ା କୋମନାରେ ନିର୍ବାଚନ ପ୍ରଚାର ସଭାରେ ଖୁବ୍ ଗର୍ଜିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେପି ପ୍ରାର୍ଥୀ ଚୋରାଇନେଲା ବୋଲି କହିଥିଲେ । ନୂଆପଡ଼ାବାସୀଙ୍କ ସହ ଏବଂ ତାଙ୍କ ସହ ବେଆଇମାନୀ ଓ ଧୋକା ହୋଇଛି ବୋଲି କହିଥିଲେ । ଆଜି ନବୀନଙ୍କୁ ସିଧା ନିଶାନା କରି ପାଟି ଚୁପ୍ କରାଇ ଦେଇଛନ୍ତି ଜୟ ଢୋଲକିଆ ।
#odishareporter#nuapadabyelection#naveenpatnaik#jaydholkia
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us